The Ultimate Managed Hosting Platform
ADVERTISEMENT

ବଢୁଛି ହୀରାକୁଦ ଜଳସ୍ତର ; ୨୩ରେ ଛଡାଯିବ ପ୍ରଥମ ବନ୍ୟାଜଳ

Facebook
Twitter
LinkedIn

ସମ୍ବଲପୁର : ବଢୁଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ । ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ । ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ସମ୍ବଲପୁର , ହୀରାକୁଦ ଓ ବୁର୍ଲାରେ ମାଇକ ଯୋଗେ କରାଯାଉଛି ସତର୍କ । ବନ୍ୟା ଜଳ ଛାଡିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ । ଆସନ୍ତା ୨୩ ତାରିଖରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login