The Ultimate Managed Hosting Platform
ADVERTISEMENT

ବଢୁଛି ହୀରାକୁଦ ଜଳସ୍ତର

Facebook
Twitter
LinkedIn

ସମ୍ବଲପୁର : କଲମା ବ୍ୟାରେଜ ଖୋଲିବା ପରେ ବଢୁଛି ହୀରାକୁଦ ଜଳସ୍ତର । ପ୍ରତି ସେକଣ୍ଡରେ ହୀରାକୁଦକୁ ୫୬,୫୫ ୨ ଘନଫୁଟ ଜଳ ପ୍ରବେଶ କରୁଛି । ଡ୍ୟାମ ମଧ୍ୟରୁ ସେକେଣ୍ଡକୁ ୩୬,୧୩୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୦୬.୩୭ ଫୁଟ ରହିଛି ।
ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login