The Ultimate Managed Hosting Platform
ADVERTISEMENT

ବଡଦାଣ୍ଡରେ ଦୁର୍ଘଟଣା ; ନାବାଳକ ମୃତ

Facebook
Twitter
LinkedIn

ପୁରୀ : ସ୍କୁଟିକୁ ଘୋଷାଡି ନେଲା ବୋଲେରୋ । ୫ ବର୍ଷୀୟ ନାବାଳକର ଚାଲିଗଲା ଜୀବନ । ବଡଦାଣ୍ଡ ବଳଗମ୍ଡି ଛକରେ ବୋଲେରୋ-ସ୍କୁଟି ଦୁର୍ଘଟଣା ଘଟିଛି । ସ୍କୁଟି ଚାଳକ ଓ ପଛରେ ବସିଥିବା ଦୁଇଜଣ ଛୋଟପିଲା ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login