The Ultimate Managed Hosting Platform
ADVERTISEMENT

ବଜ୍ରାଘାତ ନେଲା ୩ ଜୀବନ

Facebook
Twitter
LinkedIn

ନୀଳଗିରି : ପୁଣି ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତରେ ୨ ମହିଳାଙ୍କ ସମେତ ୩ ଶ୍ରମିକଙ୍କ ଜୀବନ ଯାଇଛି । ବରହମପୁର ଥାନା ଛତ୍ରପୁରରେ କେନାଲ କାମ ଚାଲିଥିବା ବେଳେ ବଜ୍ରାଘାତ ହୋଇଥିଲା । ୨ ଜଣ ଗୁରୁତରଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତେ କେନାଲ କାମରେ ନିୟୋଜିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login