ଲକ୍ଷ୍ମୀପୁର : ବଜ୍ରାଘାତରେ ଚାଲିଗଲା ୩ ଜୀବନ । ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ଜୀବନ ଯାଇଛି । ଓଡିଆପେଣ୍ଟ ପଞ୍ଚାୟତ ପର୍ଡିଗୁଡା ଗାଁରେ କାଳ ସାଜିଲା କାଳବୈଶାଖୀ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର । ବଜ୍ରାଘାତରେ ଏକାଧିକ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Views: 36