The Ultimate Managed Hosting Platform
ADVERTISEMENT

ବଜ୍ରପାତରେ ଜଣେ ମୃତ

Facebook
Twitter
LinkedIn

କାମାକ୍ଷାନଗର : ବଜ୍ରପାତରେ ଚାଲିଗଲା ଜୀବନ । ନୂଆପାଣି ଗାଁର ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ । କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିଲା ଘର ଓ ଉପୁଡିଲା ଗଛ ।
ଗତକାଲି ତାଣ୍ଡବ ରଚିଲା କାଳବୈଶାଖୀ । ଅଚାନକ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଧୂଳି ଝଡ଼ ସାଙ୍ଗକୁ ବର୍ଷା । ବିଜୁଳି ଓ ଘଡ଼ଘଡ଼ି । ରାଜଧାନୀରେ ଅପରାହ୍ଣରେ ଏମିତି ଅଚାନକ ବଦଳିଗଲା ପାଗ । ବେଶ କିଛି ସମୟ ତାଣ୍ଡବ ରଚିଥିଲା କାଳବୈଶାଖି । ପବନରେ ବିଭିନ୍ନ ସ୍ଥାନରେ ଭାଙ୍ଗିଥିଲା ଗଛ । ବିଦ୍ୟୁତ ତାର ଛିଣ୍ଡି ଥିବାରୁ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ଧୂଳି ଝଡ଼ ପରେ ପରେ ବର୍ଷା ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login