The Ultimate Managed Hosting Platform
ADVERTISEMENT

ବଜ୍ରକାପ୍ତା ଡିଲ : ୨ ଗିରଫ

Facebook
Twitter
LinkedIn

ଜୟପୁର : ଡିଲ୍ ବେଳେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଜୟପୁର ଡିଭିଜନ ରାମଗିରି ବନଖଣ୍ଡ ବଡପଡା ଗାଁରୁ ଉଦ୍ଧାର । ବଜ୍ରକାପ୍ତା ଉଦ୍ଧାର ସହ ୨ ଜଣଙ୍କୁ ଧରିଲା ବନ ବିଭାଗ । ୬୦ ଲକ୍ଷରୁ ଅଧିକ ଟଙ୍କାରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ । ୨ ଅଭିଯୁକ୍ତଙ୍କୁ ଜୟପୁର ବୈପାରୀଗୁଡା ଖୋଡୁପଦ ଛକରୁ ବାନ୍ଧିଲା ଏସଟିଏଫ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୁର୍ୟ୍ୟ ମାଟପଡିଆ ଓ କାର୍ତ୍ତିକ ହରିଜନ । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login