The Ultimate Managed Hosting Platform
ADVERTISEMENT

ବଜ୍ରକାପ୍ତା ଚୋରା ଚାଲାଣରେ ମାଡିବସିଲା ଏସଟିଏଫ

Facebook
Twitter
LinkedIn

ସୋନପୁର : ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା ଏସଟିଏଫ । ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା ଏସଟିଏଫ । ସୋନପୁର ବନ ବିଭାଗ ସହାୟତାରେ ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ଏସଟିଏଫ । ୨ ଅଭିଯୁକ୍ତ ହେଲେ ବେଦବ୍ୟାସ ଧାରୁଆ, ନବଦୀପ ଧାରୁଆ । ଉଭୟଙ୍କ ଘର ସୋନପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝଙ୍କାରପଲ୍ଲୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login