The Ultimate Managed Hosting Platform
ADVERTISEMENT

ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା ଏସିଟିଏଫ, ୨ ଗିରଫ

Facebook
Twitter
LinkedIn

ରାୟଗଡା : ବଜ୍ରକାପ୍ତା ଚାଲାଣ ପାଇଁ ଡିଲ ହେଉଥିବା ବେଳେ ମାଡିବସିଲା ଏସଟିଏଫ ଟିମ୍ । ବ୍ରହ୍ମପୁର- ରାୟଗଡ଼ା ରାସ୍ତା ଆଖୁସିଂ ଛକରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ୍। ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ବେପାରୀମାନେ ହେଲେ ସାମସାନ ରାଇତା ଓ ଅସମିନ୍ ଶବର ଗିରଫ। ସୂଚନାନୁଯାୟୀ, ଏକ ଜୀବନ୍ତ ବଜ୍ରକାପ୍ତାକୁ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ମାଡିବସିଲା ଏସଟିଏଫ ଟିମ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login