The Ultimate Managed Hosting Platform
ADVERTISEMENT

ବଜ୍ରକାପ୍ତା ଉଦ୍ଧାର : ଜଣେ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର କରି ଜଚ୍ଚଙ୍କୁ ଗିରଫ କଲା ଏସଟିଏଫ । ବରଗଡ ଫରେଷ୍ଟ ଡିଭିଜନ ସହାୟତାରେ ଗିରଫ କଲା ଏସଟିଏଫ । ପଦ୍ମପୁର ପୋଲିସ ଷ୍ଟେସନ ବିଜାଡିହି ଛକରେ ଚଢାଉ କରି ଧରିଲା ପୋଲିସ । ଉଦ୍ଧାର ଜିଅନ୍ତା ବଜ୍ରକାପ୍ତା ବରଗଡ ଡିଏଫଓଙ୍କୁ ହସ୍ତାନ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login