The Ultimate Managed Hosting Platform
ADVERTISEMENT

ବଚସାରୁ ପିଟାପିଟି , ଜଣେ ମୃତ

Facebook
Twitter
LinkedIn

କଟକ : ଚଣ୍ଡୀ ମନ୍ଦିର ସମ୍ମୁଖରେ ବଚସାରୁ ପିଟାପିଟି । ଜଣଙ୍କର ମୃତ୍ୟୁ । ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ସଂଘର୍ଷରୁ ଜଣଙ୍କ ମୃତ୍ୟୁ ସୂଚନା । ତେବେ କେଉଁଥି ପାଇଁ ବଚସା ହୋଇଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଲାଲବାଗ ପୋଲିସର ଛାନଭିନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login