The Ultimate Managed Hosting Platform
ADVERTISEMENT

ବଙ୍ଗୋମୁଣ୍ଡାରେ ବନ୍ଦ ପାଳନ

Facebook
Twitter
LinkedIn

କଣ୍ଟାବାଞ୍ଜି : ବଙ୍ଗୋୁମଣ୍ଡା ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା । ପ୍ରଭାବରେ ସକାଳୁ ଗାଡିମୋଟର ଓ ଦୋକାନ ବଜାର ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବଙ୍ଗୋମୁଣ୍ଡା ବାସିନ୍ଦା ।
ବଙ୍ଗୋମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ବନ୍ଦ ଯୋଗୁ ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁରହିଥିବାରୁ ଶିକ୍ଷ୍ୟାନୁଷ୍ଠାନକୁ ବି ବାଦ ଦିଆଯାଇଛି ଏହି ବନ୍ଦକୁ ସମର୍ଥନ କରିଛନ୍ତି ବଙ୍ଗୋମୁଣ୍ଡାର ସମସ୍ତ ସଂଗଠନ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login