The Ultimate Managed Hosting Platform
ADVERTISEMENT

ବକେୟା ଟଙ୍କା ପାଇଁ ହତ୍ୟା !

Facebook
Twitter
LinkedIn

ବୈାଦ୍ଧ : ବକେୟା ଟଙ୍କା ପାଇଁ ମାରିଦେଲେ । ଯୁବକଙ୍କୁ ପିଟିପିଟି ହତ୍ୟା କଲେ ୨ ଦୁର୍ବୁତ୍ତ । ବୈାଦ୍ଧ ଥାନା ସାମ୍ପୋଚ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବକେୟା ଟଙ୍କା ନ ଦେବାରୁ ହତ୍ୟା କରାଯାଇଥିବା ସୂଚନା । ତେବେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login