The Ultimate Managed Hosting Platform
ADVERTISEMENT

ଫେବୃଆରୀ ସୁଦ୍ଧା ଆସିପାରେ ତୃତୀୟ ଲହର !

Facebook
Twitter
LinkedIn

 ଓମିକ୍ରନ୍‌ ସଂକ୍ରମଣ ବି ବଢ଼ିବାରେ ଲାଗିଛି । ତେବେ ଆଗକୁ ଓମିକ୍ରନ୍‌ ଡେଲ୍‌ଟା ପ୍ରଜାତିକୁ ଟପି ଏକ ପ୍ରଭାବଶାଳୀ ପ୍ରଜାତି ହେଲେ ଖୁବ୍‌ଶୀଘ୍ର ତୃତୀୟ ଲହର ଆରମ୍ଭ ହେବ ଏବଂ ‌ଫେବ୍ରୁଆରିରେ ଏହା ଶୀର୍ଷ ଛୁଇଁବ ବୋଲି ଜାତୀୟ କୋଭିଡ-୧୯ ସୁପରମଡେଲ କମିଟି ସଦସ୍ୟ କହିଛନ୍ତି ।

ଜାତୀୟ କୋଭିଡ-୧୯ ସୁପରମ‌ଡେଲ କମିଟି ମୁଖ୍ୟ ବିଦ୍ୟାସାଗର କହିଛନ୍ତି, ଦେଶରେ ଓମିକ୍ରନ ପାଇଁ ତୃତୀୟ ଲହର ଆରମ୍ଭ ହେବ । କିନ୍ତୁ ଦ୍ବିତୀୟ ଲହର ଭଳି ଏହା ଘାତକ ହେବନାହିଁ । ଆଗାମୀ ଜାନୁଆରି ପ୍ରାରମ୍ଭରେ ଦେଶରେ ତୃତୀୟ ଲହର ଆସିଯିବ । କିନ୍ତୁ ଅଧିକାଂଶ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ସଂକ୍ରମଣ ସ୍ବାଭାବିକ ରହିବ। ଏବେ ଦେଶରେ ଦୈନିକ ୭,୫୦୦ ମାମଲା ରହୁଛି ।

ଦେଶରେ ଟିକାକରଣ ତ୍ବରାନ୍ବିତ ହୋଇଛି ଏବଂ ସେରୋ ପଜିଟିଭ୍‌ ହାର ମଧ୍ୟ ବଢ଼ିଛି ତେଣୁ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ସେତେ ଅଧିକ ସଂକ୍ରମଣ ଦେଖିବାକୁ ମିଳିବନି । ବ୍ରିଟେନ୍‌ରେ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ କେବଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଲୋକଙ୍କଠାରେ କୌଣସି ଲକ୍ଷଣ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login