The Ultimate Managed Hosting Platform
ADVERTISEMENT

ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ଅପହରଣ

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ଅପହରଣ । ଅଫିସରେ ପଶି ମାଡ଼ ମାରିବା ପରେ ଗାଡ଼ିରେ ଉଠାଇ ନେଲେ । ସିସିଟିଭିରେ କଏଦ ହୋଇଛି ପୂରା ଘଟଣା । ଗତକାଲି ରାତିରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାରଙ୍କୁ ମାଡ଼ ପରେ ଅପହରଣ କରାଯାଇଥିଲା । ସେ ତାଙ୍କ ଅଇଁଠାପାଲି ସ୍ଥିତ କାର୍ୟ୍ୟାଳୟରେ ଥିବା ବେଳେ ପ୍ରାୟ ୫ ଜଣ ପଞ୍ଜାବୀ ଯୁବକ ମାରଣାସ୍ତ୍ର ଧରି ପଶି ଆସିଥିଲେ । ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେବା ପରେ ଏକ ଥାର୍ ଗାଡ଼ିରେ ଅପହରଣ କରି ନେଇଥିଲେ । ଏନେଇ ଅଭିଯୋଗ ପରେ ଅଇଁଠାପାଲି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login