The Ultimate Managed Hosting Platform
ADVERTISEMENT

ଫସଲ ବୀମା ନେଇ ବୀମା କମ୍ପାନୀକୁ ରାଜସ୍ୱ ମନ୍ତ୍ରୀ ଚେତାବନୀ

Facebook
Twitter
LinkedIn

ଭୁବନେଶ୍ୱର : ଫସଲ ବୀମା ନେଇ ବୀମା କମ୍ପାନୀକୁ ରାଜସ୍ୱ ମନ୍ତ୍ରୀ ଚେତାବନୀ । ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ଆକ୍ସନ । ସରକାର କଡା ଆକ୍ସନ ନେବେ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଫସଲ ବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ । ୨୪ ତାରିଖ ଯାଏଁ ୨୦ ହଜାର ଚାଷୀ ବୀମା ଆବେଦନ କରିସାରିଲେଣି । ଫସଲ ନଷ୍ଟ ହେତୁ ଅନେକ ସ୍ଥାନରେ ମଣ୍ଡି ଖୋଲିବା ତାରିଖ ଘୁଞ୍ଚାଯାଇଛି । ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ ଏସମୟରେ ବୀମା କମ୍ପାନୀ ମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର । ୨୪ ତାରିଖ ଯାଏ ୨୦ ହଜାର ରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି । ସେମାନଂକୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ ଅନୁଯାଇ କାମ କରିବା ଦରକାର ପୂର୍ବ ଭଳି ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି ସେମାଙ୍କୁ ଲାଇନକୁ ଆଣିବାକୁ ଇନ୍ସୁରାନ୍ସ କମ୍ପାନୀ ସହ କୃଷି ବିଭାଗ ଦୁଇଟି ମିଟିଙ୍ଗ କରି ସାରିଲାଣି ବୋଲି ମନ୍ତ୍ରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login