ବ୍ୟୁରୋ : ଅନେକ ସମୟରେ ସୋସିଆଲ ମିଡିଆରେ ଛାତ୍ର ଛାତ୍ରୀ ମାନଙ୍କର ଉତ୍ତର ଖାତା ଭାଇରାଲ ହୋଇଥାଏ । କାରଣ ଉତ୍ତର ଖାତାରେ ପ୍ରଶ୍ନର କିଛି ଅଜବ ଉତ୍ତର ଦେଖିବା ପରେ ଆଶ୍ଚ ର୍ଯ୍ୟ ହୋଇ ଯାଆନ୍ତି ଶିକ୍ଷକ ଶିକ୍ଷୟତ୍ରୀ , ଯାହା ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଏ । ଆଉ ଭାଇରାଲ ବି ହୁଏ । ବର୍ତ୍ତମାନ ର ସମୟରେ ସେହି ପରି ଏକ ଉତ୍ତର ଖାତା ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଶ୍ନ ଥିଲା ପ୍ରଦୂଷଣ କୁ କିପରି ରୋକା ଯାଇପାରିବ । ଆଉ ସେଥିରେ ଜଣେ ଛାତ୍ରଙ୍କର କିଛି ଅଜବ ଉତ୍ତର ରହିଥିଲା । ଛାତ୍ର ଜଣକ ଲେଖିଥିଲେ କି , ଗାଡିରୁ ବାହାରୁ ଥିବା ଧୂଆ କଳକାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ବାୟୁ କମ ହେଲେ ଆମେ ପ୍ରଦୂଷଣକୁ ରୋକି ପାରିବା । ଏହା ପରେ ଉତ୍ତରରେ ସେ ଏକ ହିନ୍ଦୀ ଗୀତ ଲେଖିଥିଲେ । ସେହି ଗୀତ ହେଉଛି , ବହୁତ ପ୍ୟାର କରତେ ହେଁ ତୁମକୋ ସନମ , କସମ ଚାହେଁ ଲେଲୋ ଖୁଦା କି ସ୍ମ । ହମେ ହର ଘଡି ଆରଜୁ ହେ ତୁହ୍ମାରୀ ହୋତୀ ହେ କୈସେ ସନମ ବେକରାର ମିଲେଙ୍ଗେ ଜୋ ତୁମକୋ ବତାଏଙ୍ଗେ । ଯଦି ଆମେ ସାବଧାନ ରହିବା ତେବେ ପ୍ରଦୀଷଣକୁ ରୋକି ପାରିବା । ମଜାଦାର କଥା ଏହା ହେଉଛି କି ଛାତ୍ର ଜଣଙ୍କ ପ୍ରଶ୍ନର ଉତ୍ତର ଏପରି ଦେଲେ ଯେପରିକି ସେ ଉତ୍ତର ବହୁତ ଭଲ ସେ ଜାଣିଛନ୍ତି । କିନ୍ତୁ ସେ ଗୀତ କୁ ହିଁ ଲେଖି ଦେଲେ । ଯାହାକି ସୋସିଆଲ ମିିଡିଆରେ ଖୁବ ଭାଇରାଲ ହେଉଛି ।
ପ୍ରଶ୍ନ ଥିଲା ପ୍ରଦୂଷଣରୁ କିପରି ରକ୍ଷା ପାଇବା ? ଆଉ ଉତ୍ତରରେ ଛାତ୍ର କିଛି ଏପରି ଲଖିଦେଲେ , ଶିକ୍ଷକ ଦେଖି ହୋଇଗଲେ ବେହୋଶ !
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







