ଭୁବନେଶ୍ୱର : ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମ ଥର ପାଇଁ ଓଡିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଓଡ଼ିଆ ସଂସ୍କୃତିି ଅନୁଯାୟୀ ପ୍ରବାସୀଙ୍କୁ ସ୍ବାଗତ କରାଯିବ । ପର୍ୟ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ । ଏପର୍ୟ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ଏଥିପାଇଁ ଜନତା ମୈଦାନରେ ଛିଡ଼ା ହୋଇଛି ବଡ଼ବଡ଼ ହ୍ୟାଙ୍ଗର । ଆସନ୍ତା ୦୮ ରୁ ୧୦ ପର୍ୟ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ୟ୍ୟନ୍ତ କଟକଣା ଜାରି ରହିଛି ।
ଜାନୁଆରୀ ୮ ରେ ସନ୍ଧ୍ୟା ୭.୫୦ ମିନିଟ୍ ରୁ ସନ୍ଧ୍ୟା ୮.୨୦ ମିନିଟ୍ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ – କ୍ୟାପିଟାଲ ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼–ରାଜଭବନ ପର୍ୟ୍ୟନ୍ତ କଟକଣା ରହିବ ।
ଜାନୁଆରୀ ୯ରେ ସକାଳ ସକାଳ ୯.୩୦ମିନିଟ୍ ରୁ ସକାଳ ୧୦ ଘଟିକା ପର୍ୟ୍ୟନ୍ତ ରାଜଭବନ ଛକ-ପାୱାର ହାଉସ ଛକ-୧୨୦ ବାଟାଲିୟନ ଛକ-ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ– ଜୟଦେବ ବିହାର ଛକ–ଜାଭିୟର ଛକରୁ ନାଲକୋ ଛକ ପର୍ୟ୍ୟନ୍ତ କଟକଣା ରହିବ ।
ସେହିପରି ନାଲକୋ ଛକ-ଜାଭିୟର ଛକ–ଜୟଦେବ ବିହାର ଛକ ବେହେରା ସାହି ଛକ-ଶାସ୍ତ୍ରୀ ନଗର ଛକ– ୧୨୦ ବାଟାଲିୟନ ଛକ-ପାୱାର ହାଉସ ଛକ-ରାଜଭବନ ଛକ-ବାମ ମୋଡ଼–ଏ.ଜି. ଛକ–ଡାହାଣ ମୋଡ଼– ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକରେ କଟକଣା ରହିବ ।
ଅପରାହ୍ନ ୪.୨୦ ମିନିଟ୍ ରୁ ଅପରାହ୍ନ ୪.୫୦ ମିନିଟ୍ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏ.ଜି. ଛକ-ବାମ ମୋଡ଼–ରାଜଭବନ ଛକ ପର୍ୟନ୍ତ କଟକଣା ରହିବ ।
ସକାଳ ୧୧.୨୦ ମିନିଟରୁ ସକାଳ ୧୧.୫୦ ମିନିଟ ପର୍ୟ୍ୟନ୍ତ ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବାଟାଲିୟନ ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ ନାଲକୋ ଛକ ପର୍ୟନ୍ତ କଟକଣା ରହିବ ।
ଅପରାହ୍ନ ୪.୫୦ ମିନିଟରୁ ସନ୍ଧ୍ୟା ୫.୨୫ ମିନିଟ୍ ପର୍ୟ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବାଟାଲିୟନ ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକରେ କଟକଣା ରହିବ ।
ପ୍ରବାସୀ ଭାତରୀୟ ଦିବସ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା, ଏହି ରାସ୍ତାରେ ଯାତାୟତ ମନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











