The Ultimate Managed Hosting Platform
ADVERTISEMENT

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ

Facebook
Twitter
LinkedIn

ଚେନ୍ନାଇ : ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଗୁରୁବାର ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। କୋଏମ୍ବାଟୁର, ନୀଳଗିରି, ଡିଣ୍ଡିଗୁଲ ଏବଂ ମଦୁରାଇରେ ସ୍କୁଲ ବନ୍ଦ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ତାମିଲନାଡୁର ନିଲଗିନ୍, କୋଏମ୍ବାଟୁର, କାଞ୍ଚିପୁରମ୍ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସେହିପରି ଚେନ୍ନାଇ, ତିରୁବଲ୍ଲୁର ତିରୁପୁର ଥେନି, ଡିଣ୍ଡୁଗାଲ, ଇରୋଡ, ସାଲେମ ଏବଂ ନମକ୍କଲ ଟେଙ୍କନ, ଶିବଗଙ୍ଗା, ମଦୁରାଇ, ରମନ୍ଥପୁରମ୍, ପୁଡୁକୋଟ୍ଟାଇ ଆରିଆଲୁର, ପେରାମ୍ବଲୁର, ତିରୁଚିରାପଲ୍ଲୀ କାରୁର, ତିରୁଭାନ୍ନାମଲାଇ, ରାଣୀପେଟ୍, କଲ୍ଲାକୁରିଚି, ଭିଲ୍ଲୁପୁରମ୍, କୁଡ୍ଡାଲୋର, ମାଇଲାଦୁଥୁରାଇ, ନାଗପଟ୍ଟିନମ୍, ତାଞ୍ଜାଭୁର ଏବଂ ତାମିଲନାଡୁର ତିରୁଭାରୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଇଊଠଋଜଞଓଝଋଗଋଘଞ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login