The Ultimate Managed Hosting Platform
ADVERTISEMENT

ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ !

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଲ୍ଲୀ ବାସଭବନ ଉପରେ ଡ୍ରୋନ ଉଡିବା ସୂଚନା । ଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗ ବାସଭବନ ଉପରେ ଡ୍ରୋନ ଉଡିବା ନେଇ ସୂଚନା ରହିଛି । ଆଜି ଭୋରରୁ ଡ୍ରୋନ ଉଡିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଡ୍ରୋନ ଉଡିବା ନେଇ ଦିଲ୍ଲୀ ପୋଲିସକୁ ଅବଗତ କଲା ଏସପିଜି । ଏହା ନୋ ଫ୍ଲାଇଂ ଜୋନ ହୋଇଥିବାରୁ ଦିଲ୍ଲୀ ପୋଲିସର ତନାଘନା ।
ଭୋର୍ ପ୍ରାୟ ୫ଟା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ‘ସ୍ପେସାଲ୍ ପ୍ରୋଟେକସନ୍ ଗ୍ରୁପ୍’ର (ଏସ୍ପିଜି) ଅଫିସର୍ ମାନେ ଡ୍ରୋନ୍ ଦେଖିଥିବା କଥା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ, ଦିଲ୍ଲୀ ପୁଲିସ ଉକ୍ତ ଡ୍ରୋନକୁ ଠାବ କରିବା ଲାଗି ଅଦେଶ ଜାରି କରି ଅନୁସନ୍ଧାନ ଆରମ୍ଭ କରିଛି। କିନ୍ତୁ, ଏଯାବତ୍ ସେଭଳି କୌଣସି ଡ୍ରୋନର ପତ୍ତା ମିଳିନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login