The Ultimate Managed Hosting Platform
ADVERTISEMENT

ପେରୁ ସୁନା ଖଣିରେ ଭୟଙ୍କର ନିଆଁ

Facebook
Twitter
LinkedIn

ନୂଆଦିଲ୍ଲୀ : ପେରୁ ସୁନା ଖଣିରେ ଭୟଙ୍କର ନିଆଁ । ଦକ୍ଷିଣ ପେରୁର ଏକ ସୁନା ଖଣିରେ ନିଆଁ ଯିବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ବଡ ଖଣି ଦୁର୍ଘଟଣା । ପେରୁ ସରକାର ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳେ ଦକ୍ଷିଣ ଆରେକିପା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ସୁନା ଖଣିରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ତେବେ ସୁନା ଖଣିରେ ନିଆଁ ଲାଗିବା ଯୋଗୁଁ ପୀଡିତ ପରିବାର ଲୋକେ ଘଟଣାସ୍ଥଳରେ ନିଜ ଲୋକଙ୍କ ମୃତଦେହ ସନ୍ଧାନ କରୁଛନ୍ତି ।
ପେରୁ ସ୍ଥାନୀୟ ମିଡିଆ ମୁତାବକ, ସର୍ଟସର୍କିଟ ଯୋଗୁଁ ଖଣିରେ ବିସ୍ଫୋରଣ ହୋଇଥିଲା। ଫଳରେ ଖଣି ଭିତରେ ଥିବା କାଠ ଖୁଣ୍ଟରେ ନିଆଁ ଲାଗିଯାଇଥିଲା । ଏହି ଖଣିର ଗଭୀରତା ୧୦୦ ମିଟର ଥିଲା । ତେବେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଖଦାନରୁ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ

ଜଳେଶ୍ୱର : ବିଳମ୍ବିତ ରାତିରେ ସଟର ତାଡି ଗହଣା ଦୋକାନରୁ ଲୁଟ । କମର୍ଦ୍ଦା ଥାନା ବେଲଦା ହାଟପଦା ନିକଟ ଗହଣା ଦୋକାନରୁ ଲୁଟ । କେତେ...

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login