The Ultimate Managed Hosting Platform
ADVERTISEMENT

ପୂର୍ବ ଶତ୍ରୁତାକୁ ନେଇ ଶାବଳରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ତେବେ ପୂର୍ବ ଶତ୍ରୁତାକୁ ନେଇ ଜଣଙ୍କୁ ହତ୍ୟା । ଶାବଳରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ଏପରି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚନ୍ଦ୍ରଶେଖରପୁର ଗାଁରେ । ମୃତକ ଜଣକ ହେଲେ ବିଚିତ୍ରାନନ୍ଦ ବିଶ୍ୱାଳ ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ଆସିଛି । ବିଚିତ୍ରାନନ୍ଦ ବିଶ୍ୱାଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ସକ୍ରିୟ କର୍ମୀ ଭାବେ କାମ କରୁଥିଲେ । ତେଣୁ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି । ଓ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ପ୍ରକ୍ରିୟା ଜାରି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login