ରେଢାଖୋଲ : ଘୁଷୁରାମାଲର ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ । କିଛି ଦୁର୍ବୁତ୍ତ ଏକ କାରରେ ଆସି ଅପହରଣ କରିନେଇଥିବା ଅଭିଯୋଗ । ରେଢାଖୋଲ ଥାନାରେ ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରୁଛି ପୋଲିସ । ମର୍ଣ୍ଣିଂ ବ୍ୱାକରେ ଯାଇଥିବା ବେଳେ ବୁରଡା ରାସ୍ତାରୁ ଅପହରଣ ଅଭିଯୋଗ ।
Views: 41

ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...