The Ultimate Managed Hosting Platform
ADVERTISEMENT

ପୁରୀରେ ଜୁଆ ଆଡ୍ଡାରେ ଚଢାଉ ; ୧୪ ଗିରଫ

Facebook
Twitter
LinkedIn

ପୁରୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ଫଳରେ ୧୪ ଜଣ ଗିରଫ ହୋଇଛନ୍ତି । ସଦର ଥାନା ଖଡିପଦାରେ ଚଢାଉ କରିଥିଲା ପୋଲିସ । େ ୭ ଲକ୍ଷ ୭୧ ହଜାର ଟଙ୍କା ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ୬ଟି ବାଇକ ଓ ୨ଟି ଚାରି ଚକିଆ ଗାଡି ଜବତ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login