ଭୁବନେଶ୍ୱର : ନବୀନଙ୍କ ନୂଆପଡା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ରଙ୍କ ସମାଲୋଚନା । ନବୀନଙ୍କୁ ୨ ପିଏସଓ ହାତ ଧରି ନେଉଥିବା ବିଡିଓ ପୋଷ୍ଟ କରି ଟାର୍ଗେଟ କଲେ । ଯଦି ନବୀନଙ୍କ ପୁଅ ଥାଆନ୍ତେ, ସେ କଣ ତାଙ୍କ ଅସୁସ୍ଥ ବାପାଙ୍କୁ ଏଭଳି ଅବସ୍ଥାରେ କେବଳ ପ୍ରଚାର ପାଇଁ ବାହାରକୁ ଛାଡି ଥାଆନ୍ତେ । ଆମ ଭିତରୁ କେହି ବି ପୁଅ ଓ ଝିଅ ବାପାମାଆଙ୍କୁ ଏଭଳି ଛାଡିଥାଆନ୍ତେ ? କେବଳ ରାଜନୀତି ନୁହେଁ, ମାନବିକତା , ପ୍ରେମ ଓ ସମ୍ମାନରେ ବି ଆମେ ଗୁରୁଜନଙ୍କ ପ୍ରତି ରୁଣୀ ।
Views: 102











