The Ultimate Managed Hosting Platform
ADVERTISEMENT

ପୁଣି ଫେରିଲା ତାତି, ୧୭ରୁ ୨୦ ଯାଏଁ ସାଂଘାତିକ ସ୍ଥିତି

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଫେରିଲା ତାତି । ଦିନ ସାଢେ ୧୧ ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହର । ଚାନ୍ଦବାଲି ୩୬.୮, ବାଲେଶ୍ୱର ୩୬.୪, ଭୁବନେଶ୍ୱର ୩୬.୨ , ଗୋପାଳପୁର ୩୪.୬, କେନ୍ଦୁଝର ତାପମାତ୍ରା ୩୪ ଡିଗ୍ରୀ ଛୁଇଁଲା । ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ। ଆସନ୍ତା ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି। ୪ ଦିନ ପର୍ୟ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login