ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରୁଛନ୍ତି। ତେବେ ଏ ନେଇ ବର୍ତ୍ତମାନ ସୁ୍ଦ୍ଧା ଘୋଷଣା ପାଇଁ ସେ ପ୍ରସ୍ତୁତ ହୋଇନାହାନ୍ତି। ଏକ ସାକ୍ଷାତକାରରେ ବାଇଡେନ ଏହା କହିଛନ୍ତି। ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହେବା ପାଇଁ ସେ ଆଗ୍ରହୀ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଦଳ ପକ୍ଷରୁ ସେ ଏବଂ ଉପରାଷ୍ଟ୍ରପତି କମଳା ହାରିସ ଗତଥର ଭଳି ଏକାଠି ପାର୍ଥୀ ହୋଇପାରନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ କାର୍ୟ୍ୟକାଳ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୂଚିତ କରିଛନ୍ତି। ବିଡେନ ସୋମବାର ଏନବିସି ସହ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯୋଜନା କରିଛି, କିନ୍ତୁ ଆମେ ଏପର୍ୟ୍ୟନ୍ତ ଘୋଷଣା କରିବାକୁ ପ୍ରସ୍ତୁତ ନାହୁଁ। ବାଇଡେନ ପୂର୍ବରୁ କହିସାରିଛନ୍ତି ଯେ ସେ ଦ୍ୱିତୀୟ ଥର ପାଇଁ ଆସିବାକୁ ଚାହୁଁଛନ୍ତି, କିନ୍ତୁ ସେ ତାଙ୍କ ପରିବାର ସହିତ ପରାମର୍ଶ କରିବା ପରେ ହିଁ ଏହା ଘୋଷଣା କରିବେ ।
ପୁଣି ଥରେ ନିର୍ବାଚନ ଲଢିବେ ବାଇଡେନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...