The Ultimate Managed Hosting Platform
ADVERTISEMENT

ପୁଣି ଆରମ୍ଭ ହେଲା ମାତା ବୈଷ୍ଣୋଦେବୀଙ୍କ ଯାତ୍ରା , ୨୨ ଦିନ ଧରି ଥିଲା ବନ୍ଦ

Facebook
Twitter
LinkedIn

ଜମ୍ମୁ : ପୁଣି ଆରମ୍ଭ ହେଲା ମାତା ବୈଷ୍ଣୋଦେବୀଙ୍କ ଯାତ୍ରା । ଜମ୍ମୁ କାଶ୍ମୀରରେ ଖରାପ ପାଗ, ପ୍ରବଳ ବର୍ଷା, ଭୂସ୍ଖଳନ ଭଳି ପ୍ରାକୃତିକ ଘଟଣା ପାଇଁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୨ ଦିନ ଧରି ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଯାତ୍ରା । ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ମାଙ୍କ ଦର୍ଶନ ଲାଗି ଜମିଛି । ତେବେ ସୂଚନା ରହିଛି କି , ଅଗଷ୍ଟ ୨୬ ଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରାକୁ ବନ୍ଦ କରାଯାଇଥିଲା । ତେବେ ଜମ୍ମୁ କାଶ୍ମୀରରେ ଭୂସ୍ଖଳନ ଯୋଗୁଁ ୩୪ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଗଲାଣି । ଏହା ପରେ ଖରାପ ପାଗ ଯୋଗୁ ଲଗାତାର ଭୂସ୍ଖଳନ ହେବା ଫଳରେ ମାତା ବୈଷ୍ଣୋଦେବୀଙ୍କର ଦର୍ଶନକୁ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଥରେ ମାଙ୍କ ଦର୍ଶନ ପାଇଁ ଆରମ୍ଭ ହୋଇଛି ଯାତ୍ରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login