ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପିଙ୍କ ସୂଚନା । ଅପରାଧିଙ୍କୁ ଧରିବା ପାଇଁ ୬ଟି ଟିମ ଗଠନ ହୋଇଛି । ବରିଷ୍ଠ ଅଧିକାରୀ ସ୍ଥାନୀତ ହୋଇଛନ୍ତି । ଡିଏସପି ରାଙ୍କର ଅଧିକାରୀ ମାମଲାର ଆଇଓ ରହିଛନ୍ତି । ୫୦ରୁ ଅଧିକ ସିସିଟିଭି ଯାଞ୍ଚ ହୋଇଛି । ଆହୁରି ଅଧିକ ଯାଞ୍ଚ ହେବ । ଘଟଣା ସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ବ୍ୟକ୍ତିଗତ , ପେଶାଗତ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି ।
ଅନ୍ୟପଟେ ବାହାରର ସୁପାରୀ କିଲରକୁ ବାଲି ମାଫିଆ ନିୟୋଜିତ କରିଥିବା ନେଇ ଚର୍ଚ୍ଚା ହେଉଛି । ହତ୍ୟା ପଛରେ ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ସମ୍ପୃକ୍ତି ନେଇ ଅନୁମାନ କରାଯାଉଛି । ପୋଲିସ ଏଦିଗରେ ମଧ୍ୟ ତଦନ୍ତ କରୁଛି । ସୁପାରୀ କିଲର୍ କେଉଁଠୁ ଆସିଥିଲେ ? ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାକୁ ଦୁଇଦିନ ବିତିଯାଇଥିଲେ ବି ଏପର୍ୟ୍ୟନ୍ତ ଟେର୍ ପାଉନି ପୋଲିସ । ଗୁଳିମାଡ଼ କରିଥିବା ଦୁଇ ପେଶାଦାର ଅପରାଧୀଙ୍କୁ କିଏ ନିୟୋଜିତ କରିଥିଲା ? ସେମାନେ ହତ୍ୟା ପୂର୍ବରୁ ରେକି କରିଥିବା ମଧ୍ୟ ସୂଚନା ମିଳିଛି । ପୀତବାସଙ୍କ ଗତିବିଧି ଉପରେ ନଜର ରଖିଥିଲେ । ତେବେ ବାଲି ମାଫିଆଙ୍କ ସହିତ ପୀତବାସଙ୍କର କଣ ଶତ୍ରୁତା ଥିଲା ତାହା ସ୍ପଷ୍ଟ ହୋଇନି ।
ପୀତବାସ ପଣ୍ଡା ହତ୍ୟା ; ୬ଟି ଟିମ ଗଠନ , ହତ୍ୟାକାଣ୍ଡ ପଛରେ ବାଲି ମାଫିଆ ଥିବା ଚର୍ଚ୍ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







