The Ultimate Managed Hosting Platform
ADVERTISEMENT

ପିଲା ଚୋର ସନେ୍ଦହରେ ୨ ଜଣଙ୍କୁ ମାଡ

Facebook
Twitter
LinkedIn

ରାୟଗଡା : ପିଲା ଚୋର ସନେ୍ଦହରେ ଜଣେ ମହିଳା ଓ ପୁରୁଷଙ୍କୁ ମାଡ । ଟାଉନ ଥାନା ଟାଡମା ଗାଁରେ ଘଟିଛି ଏପରି ଘଟଣା । ପିଲା ଚୋର ସନେ୍ଦହରେ ଅଟକ ରଖି ମାଡ ମାରିଛନ୍ତି ଗ୍ରାମବାସୀ । ଦୁର୍ବତ୍ତ ୩ ଟି ବୋଲେରୋରେ ଆସି ୨ ଟି ବୋଲେରୋରେ ଫେରାର ହୋଇଯାଇଛନ୍ତି । ୨ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login