The Ultimate Managed Hosting Platform
ADVERTISEMENT

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ଜୀବନ ନେଲା ସ୍ତ୍ରୀ

Facebook
Twitter
LinkedIn

ଗଞ୍ଜାମ : ଦିନକୁ ଦିନ ଗଞ୍ଜାମରେ ଅପରାଧିକ ମାମଲା ବୃଦ୍ଧି ପାଉଛି । ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ ଘଟଣା ସାରା ଓଡିଶାକୁ ଦୋହଲାଇ ଦେଇଛି । ତେବେ ଏହାରି ଭିତରେ ଆଉ ଏକ ପାରିବାରିକ ଅପରାଧ ମାମଲା ସାମ୍ନାକୁ ଆସିଛି । ସ୍ୱାମୀର ତଣ୍ଟି ଚିପି ଜୀବନ ନେଇଛି ସ୍ତ୍ରୀ । ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ ।ମୃତ ଯୁବକ ହେଲେ ଅମରନାୟକ । ସୂଚନା ଅନୁଯାୟୀ, ଗତକାଲି କୈାଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଥିଲା । ଏହା ପରେ ସ୍ତ୍ରୀ ଅଞ୍ଜନା ଉତକ୍ଷିପ୍ତ ହୋଇ ସ୍ୱାମୀର ତଣ୍ଟିଚିପି ହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login