The Ultimate Managed Hosting Platform
ADVERTISEMENT

ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ଶନିବାର ପାପୁଆ ନ୍ୟୁଗିନିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୟୁରୋପୀୟ ମେଡିଟେରିଆନ୍ ସିସୋମୋଲୋଜିକାଲ୍ ସେଣ୍ଟର (EMSC) ଶନିବାର ଦିନ କହିଛି ଯେ ପାପୁଆ ନ୍ୟୁ ଗିନିର ନ୍ୟୁ ବ୍ରିଟେନ୍ ଅଞ୍ଚଳର ଉପକୂଳରେ ୭.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ବର୍ତ୍ତମାନ କୌଣସି ପ୍ରକାରର କ୍ଷୟକ୍ଷତି ବିଷୟରେ ସୂଚନା ଆସିନାହିଁ । କିନ୍ତୁ ଭୂମିକମ୍ପର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସ୍ରୁଷ୍ଟି କରିଛି । EMSC କହିଛି ଯେ ଭୂମିକମ୍ପର ଗଭୀରତା ୪୯ କିଲୋମିଟର (୩୦.୪୫ ମାଇଲ) ଥିଲା ଏବଂ ଆମେରିକା ସୁନାମି ଚେତିବନୀ କେନ୍ଦ୍ର ସୁନାମୀ ଚେତାବନୀ ଜାରି କରିଛି । ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମ ନେପାଳରେ ତିନି ମିନିଟ୍ ବ୍ୟବଧାନରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସ୍ରୁଷ୍ଟି କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login