The Ultimate Managed Hosting Platform
ADVERTISEMENT

ପାଣି ପାଇଁ ଏନଏଚ ଅବରୋଧ

Facebook
Twitter
LinkedIn

ଫୁଲବାଣୀ : ପାନୀୟ ଜଳ ସମସ୍ୟା ପ୍ରତିବାଦରେ ଏନଏଚ ଅବରୋଧ । ସଦର ଥାନା ସଦନ ମେଣ୍ଡି ଗ୍ରାମବାସୀଙ୍କ ଏନଏଚ ୧୫୭ ଅବରୋଧ । ଗରା ବାଲଟି ଧରି ଏନେଚ ଅବରୋଧ ହୋଇଥିବା ବେଳେ ଗମନାଗମନ ଠପ ହୋଇଯାଇଛି । ଏବେଠୁ ପ୍ରବଳ ଖରା ହେଉଥିବା ବେଳେ ଜଳ ସମସ୍ୟା ଭୋଗୁଛନ୍ତି ସଦନ ମେଣ୍ଟି ଗ୍ରାମବାସୀ । ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ଏ ନେଇ ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟାର ସମାଧାନ ହୋଇପାରି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login