The Ultimate Managed Hosting Platform
ADVERTISEMENT

ପାଣିରେ ବୁଡି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କର ଜୀବନ ଗଲା

Facebook
Twitter
LinkedIn

ସମ୍ବଲପୁର : ପାଣିରେ ବୁଡି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କର ଜୀବନ ଗଲା । ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡିଯିବାରୁ ଅଘଟଣ । ବୁର୍ଲା ମେଡିକାଲ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିଲେ । କୈାଣସି କାରୁଣରୁ ଜଣେ ଛାତ୍ର ଓ ଛାତ୍ରୀ ବୁଡିଯିବାରୁ ଚାଲିଗଲା ଜୀବନ । ଘଟଣାସ୍ଥଳ ଅଭିମୁଖେ ଗଲେ ବୁର୍ଲା ମେଡିକାଲ ଅଧୀକ୍ଷକ ଓ ଡିନ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login