ନୂଆଦିଲ୍ଲୀ : ତୁରନ୍ତ ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି । ଅସ୍ତ୍ରବିରତି ପାଇଁ ଉଭୟ ଦେଶ ରାଜି ହୋଇଥିବା ଘୋଷଣା କଲା କତାର । ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ ସଫଳତା । ସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ମଧ୍ୟରେ ସହମତି । ଆଗାମୀ ଦିନରେ ଆହୁରି ଅଧିକ ବୈଠକ ସହ ଆଲୋଚନା ପାଇଁ ମଧ୍ୟ ରାଜି । ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ । ସପ୍ତାହେ ତଳେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ପାକିସ୍ତାନକୁ ଆକ୍ରମଣ କରିବା ସହ ସୀମା ପୋଷ୍ଟକୁ ଅକ୍ତିଆରକୁ ନେଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ସମୟରେ ପାକିସ୍ତାନ ଆକ୍ରମଣ କରିବା ଫଳରେ ୩ କ୍ରିକେଟରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏହାକୁ ନେଇ ପୁଣି ଉତ୍ତେଜନା ବଢିଥିଲା । ଉଭୟ ପକ୍ଷ ଅସ୍ତ୍ରବିରତିକୁ ବଜାୟ ରଖିବା ସହ ଦୁରାଣ୍ଡ ଲାଇନରେ ଏକ ସ୍ଥାୟୀ ଶାନ୍ତି ପ୍ରଣାଳୀ ପ୍ରତିଷ୍ଠା କରିବା ପାଇଁ ପରବର୍ତ୍ତୀ ବୈଠକ କରିବେ ।
ପାକିସ୍ତାନ-ଆଫଗାନିସ୍ତାନ ଅସ୍ତ୍ରବିରତି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







