The Ultimate Managed Hosting Platform
ADVERTISEMENT

ପାକିସ୍ତାନର ୫୦୦ ଛୋଟ ଡ୍ରୋନ ପଣ୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ଉପରେ ୫୦୦ ଛୋଟ ଡ୍ରୋନ ଛାଡିଥିଲା ପାକିସ୍ତାନ । ଭାରତର ବିଭିନ୍ନ ୨୪ଟି ସହର ଉପରକୁ ଛାଡିଥିଲା ଡ୍ରୋନ । ଜମ୍ମୁ କାଶ୍ମୀର , ପଞ୍ଜାବ, ରାଜସ୍ଥାନ, ଗୁଜୁରାଟରେ ଆକ୍ରମଣ । କାଲି ରାତି ୮ଟାରୁ ୧୧ଟା ଭିତରେ ଛାଡିଥିଲା ଡ୍ରୋନ । ୨୪ ସହରକୁ ଟାର୍ଗେଟ୍ କରି ପାକିସ୍ତାନ ଡ୍ରୋନ୍ ହମଲା କରିବାକୁ ଉଦ୍ୟମ କରିଥିଲା । ଯାହାର କଡା ଜବାବ ଦିଆଯାଇ ସମସ୍ତ ଡ୍ରୋନକୁ ପ୍ରତିହତ କରିଛି ଭାରତ। ତେବେ ଗତକାଲି ରାତି ୮ଟାରୁ ୧୧ଟା ୩୦ ଯାଏଁ ପାକିସ୍ତାନ ଲଗାତାର ଭାବେ ଡ୍ରୋନ ଆକ୍ରମଣ କରିଥିଲା । ଅନ୍ଧାର ହେଉ ହେଉ ଆକାଶରୁ ଆକ୍ରମଣ କରିଥିଲା । ଯାହାର ଜବାବ ଏସ-୪୦୦ ଏବଂ ଅନ୍ୟାନ୍ୟ ଆଣ୍ଟି ମିସାଇଲ ସିଷ୍ଟମ୍ ଦେଇଥିଲା ବୋଲି ଆର୍ମି ସୂତ୍ରରୁ ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login