ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହବାଜ ସରିଫଙ୍କୁ ମନୋନୀତ । ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ ସରକାର ଗଠନ ପାଇଁ ଏକ ନୂତନ ମିଳିତ ମଞ୍ଚ ଗଠନ କରିଛନ୍ତି । ମିଳିତ ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହବାଜ ସରିଫଙ୍କୁ ମନୋନୀତ କରାଯାଇଛି । ସୋମବାର ଦିନ ଉଭୟ ଦଳ କେନ୍ଦ୍ରରେ ଏକ ମିଳିତ ସରକାର ଗଠନ ପାଇଁ କ୍ଷମତା ବଣ୍ଟନ ଫର୍ମୁଲା ଘୋଷଣା କରିଛନ୍ତି ।
ଦୀର୍ଘ ୧୦ ଦିନର ଆଲୋଚନା ପରେ ପାକିସ୍ତାନ ମୁସଲିମ ଲିଗ୍ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟରେ ସରକାର ଗଠନ ପାଇଁ ଚୂଡ଼ାନ୍ତ ଚୁକ୍ତି ହୋଇଛି । ପିଏମଏଲ-ଏନ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଙ୍ଗଳବାର କହିଛନ୍ତି ଯେ ସରକାର ଗଠନ ପାଇଁ ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ୍-ନୱାଜଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି ।ଫେବୃଆରୀ ୮ ରେ ଅନୁଷ୍ଠିତ ନିର୍ବାଚନ ପରେ ପାକିସ୍ତାନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ପାଇ ପାରିନଥିଲେ । ଏହା ପରେ ପାକିସ୍ତାନର ସମସ୍ତ ଦଳ ମିଳିତ ମେଣ୍ଟ ପାଇଁ କସରତ ଆରମ୍ଭ କରିଦେଇଥିଲେ । ଯଦିଓ ଉଭୟ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଶେଷ ଆଲୋଚନା ଅସ୍ପଷ୍ଟ ରହିଥିଲା ତେବେ ଏହାର ଗୋଟିଏ ଦିନ ପରେ ଉଭୟ ଦଳ ପାକିସ୍ତାନ ମୁସଲିମ ଲିଗ୍ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) କେନ୍ଦ୍ରରେ ଏକ ମିଳିତ ସରକାର ଗଠନ ପାଇଁ କ୍ଷମତା ବଣ୍ଟନ ଫର୍ମୁଲା ଘୋଷଣା କରିଛନ୍ତି ।
ପାକିସ୍ତାନରେ ଶାହବାଜ ସରିଫ ହେବେ ପ୍ରଧାନମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







