The Ultimate Managed Hosting Platform
ADVERTISEMENT

ପାଇଖାନା ଟାଙ୍କିରେ ପଡି ୩ ମୃତ

Facebook
Twitter
LinkedIn

ନରସିଂହପୁର : ପାଇଖାନା ଟାଙ୍କିରେ ପଡି ୩ ମୃତ । ବଡମ୍ବା ଥାନା ରଗଡିପଡାରେ ଅଘଟଣ । ମାମୁଘରକୁ ବୁଲି ଆସିଥିଲା ବେଳେ ପାଇଖାନା ଟାଙ୍କିରେ ପଡି ଜୀବନ ଯାଇଛି । ବଡ଼ମ୍ବା ମେଡିକାଲରେ ୩ ଶିଶୁଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଖେଳିବା ବେଳେ ଅସାବଧାନତାରୁ ପଡ଼ିଯାଇଥିବା ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login