The Ultimate Managed Hosting Platform
ADVERTISEMENT

ପହଲଗାମ ଆତଙ୍କବାଦୀ ଘଟଣା ପରେ ରାଜ୍ୟରେ ହାଇ ଆଲର୍ଟରେ ଉପକୂଳ

Facebook
Twitter
LinkedIn

ଭୁବନେଶ୍ୱର ; ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟ । ରାଜ୍ୟରେ ଉପକୂଳ ସୁରକ୍ଷା କଡ଼ାକଡ଼ି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବୋଟ ଯୋଗେ ସାମୁଦ୍ରିକ ଥାନା ପୋଲିସ ଓ ନାଭାଲ କର୍ମଚାରୀଙ୍କ ସହଯୋଗରେ ଦେବୀ ନଦୀ ମୁହାଣ ଏବଂ ସାମୁଦ୍ରିକ ପଥ ମଧ୍ୟରେ ଏହି ପାଟ୍ରୋଲିଂ କରାଯାଉଛି । ପୋଲିସ କର୍ମଚାରୀମାନେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଓ ସେମାନଙ୍କ ପରିଚୟପତ୍ରକୁ ଯାଞ୍ଚ କରୁଛନ୍ତି । କୌଣସି ଅଚିହ୍ନା ଲୋକଙ୍କୁ ନଦୀ କିମ୍ବା ସମୁଦ୍ରରେ ଦେଖିଲେ ସାମୁଦ୍ରିକ ଥାନାକୁ ସୂଚନା ଦେବାକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login