ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ହାୱଡାରେ ଭୟଙ୍କର ଅଗ୍ନିକାଣ୍ଡ । ମଙ୍ଗଳାହାଟ ବଜାରରେ ଲାଗିଗଲା ନିଆଁ । ୫୦ରୁ ଅଧିକ ଦୋକାନ ପୋଡି ପାଉଁଶ । ନିଆଁ ଲିଭା କାର୍ଯ୍ୟରେ ୧୮ ଦମକଳ ନିୟୋଜିତ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ତେବେ ଏପର୍ୟ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ରହଛି । ମଙ୍ଗଳହାଟ ବଜାରରେ ନିଆଁ ଲାଗିଥିବା ସୂଚନା ମଳିଛି । ସେଠାରେ ଅଧିକାଂଶ ପୋଷାକ ଦୋକାନ ଏବଂ ଛୋଟ ପିଲାଙ୍କ ସାମଗ୍ରୀ ଦୋକାନ ଥିବା ସୂଚନା ମିଳିଛି ।
Views: 73