ଭୁବନେଶ୍ୱର : ପ ର୍ଯ୍ୟଟନର ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପାଖାପାଖି ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି । ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମ ସହିତ ଏମଓୟୁ ହୋଇଛି । ମ୍ୟୁଜିୟମ ଟୁରିଜିମ ବଢାଇବାକୁ କିଛି ପଲିସି ବଦଳିବା ଦରକାର । ରିସର୍ଚ୍ଚ, ହୋଟେଲ ,ଆଡଭେଞ୍ଚର୍ସ ସ୍ପୋର୍ଟସକୁ ଗୁରୁତ୍ୱ । ପୂର୍ବ ସରକାରଙ୍କ କଥା ଜାଣିନୁ ଆମେ ଟୁରିଜିମକୁ ଶିଳ୍ପ ଭାବେ ନେଉଛୁ ।
Views: 48