The Ultimate Managed Hosting Platform
ADVERTISEMENT

ପରିକ୍ରମା ପ୍ରକଳ୍ପ : ଆସିଲେନି ଶଙ୍କରାଚାର୍ଯ୍ୟ

Facebook
Twitter
LinkedIn

ପୁରୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆସିଲେନି ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆସିଲେନି । ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ଗଜପତି ମହାରାଜା । ଗଜପତି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିମନ୍ତ୍ରଣ କରିବାକୁ ଯାଇଥିଲେ । ତେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କାହିଁକି ଆସିଲେନି ଜଣାପଡିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login