ଢାକା : ପରଲୋକରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଖାଲେଦା ଜିଆ । ଢାକାର ଘରୋଇ ହସ୍ପିଟାଲରେ ଚିକିତ୍ସୀଧୀନ ଅବସ୍ଥାରେ ପରଲୋକ । ୮୦ ବର୍ଷରେ ପରଲୋକ ଘଟିଛି । ଲିଭର ସିରୋସିସ ରୋଗରେ ପୀଡିତ ଥିଲେ । ଆର୍ଥ୍ରାଇଟସ, ମଧୁମେହ ଓ ହୃଦରୋଗରେ ମଧ୍ୟ ପୀଡିତ ଥିଲେ ଜିଆ । ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି ଖାଲେଦା ଜିଆ । ୧୯୯୧ରୁ ୧୯୯୬ ଓ ୨୦୦୧ରୁ ୨୦୦୬ ପ ର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଅଧ୍ୟକ୍ଷା ଥିଲେ । ଫଟୋ ସେୟାର କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।
ସେ ୧୯୮୧ ମସିହାରେ ତାଙ୍କ ସ୍ୱାମୀ ତଥା ରାଷ୍ଟ୍ରପତି ଜିଆଉର ରହମାନଙ୍କ ହତ୍ୟା ପରେ ରାଜନୀତିକୁ ଆସିଥିଲେ। ସେ ସାମରିକ ଶାସନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଦୁର୍ନୀତି ଅଭିଯୋଗ ଏବଂ ଜେଲ୍ ଦଣ୍ଡର ମଧ୍ୟ ସାମ୍ନା କରିଥିଲେ । ଖାଲେଦା ଜିଆ ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ରାଜନୈତିକ ଲଢ଼େଇ ପାଇଁ ବାଂଲାଦେଶ ରାଜନୀତି ସାରା ବିଶ୍ୱରେ ପରିଚିତ । ତାଙ୍କ ମୃତ୍ୟୁ ସହିତ ବାଂଲାଦେଶ ରାଜନୀତିର ଏକ ବଡ଼ ଅଧ୍ୟାୟ ଶେଷ ହୋଇଛି ।
ପରଲୋକରେ ଖାଲେଦା ଜିଆ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







