The Ultimate Managed Hosting Platform
ADVERTISEMENT

ପରଦାରେ ପୁଣି ଦେଖିବାକୁ ମିଳିବ କ୍ୟାଟ-ସଲ୍ଲୁଙ୍କ ଦମଦାର ଆକ୍ସନ, ଦର୍ଶକେ ଦେଖିବେ ଭାଇଜାନ୍‌ଙ୍କ ଯାଦୁ: ଆସିଲା ଟିଜର

Facebook
Twitter
LinkedIn

ମୁମ୍ୱାଇ : ପୁଣି ବଲିଉଡ୍‌ର ବଡ ପରଦାରେ ଜମିବ ସଲମାନ ଓ କ୍ୟାଟ୍‌ଙ୍କ ଅନସ୍କ୍ରିନ୍ ରୋମାନ୍ସ । କେବଳ ରୋମନାସ୍ ନୁହେଁ ଦମଦାର ଆକ୍ସନ ଦେଖିବେ ଦର୍ଶକ । ଏକଥା ଟାଇଗର, ଟାଇଗର ଜିନ୍ଦା ହେ, ପରେ କମାଲ କରିବ ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩ ।


ଫିଲ୍ମରେ ଲିଡରେ ଅଛନ୍ତି ପୂର୍ବଭଳି ସଲମାଲ ଖାନ, କ୍ୟାଟ୍ରିନା କୈଫ । ତେବେ ଏଥିର ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି କିସିଂ ବୟ ଇମ୍ରାନ ହାଜମୀ । ତେବେ ବହୁଦିନ ପରେ ଇମ୍ରାନଙ୍କୁ ଏକ ଆକ୍ସନ ମୁଭିରେ ଦେଖିବାକୁ ମିଳିବ । ଏବେ ରିଲିଜ ହୋଇଛି ଟିଜର । ଇଦ୍ ପୂର୍ବରୁ ଏପ୍ରିଲ-୩ ରିଲିଜ ହେବ ଫିଲ୍ମ ।ଟିଜରରେ କ୍ୟାଟ୍ରିନା କୈଫ ଆକ୍ସନ ଲୁକରେ ନଜର ଆସୁଛନ୍ତି । ସେହିଭଲି ସଲ୍ଲମୁ ମିଆଁ ପୂର୍ବଭଳି ଆଙ୍ଗ୍ରି ଓ ଆକ୍ସନ ଲୁକରେ ନଜର ଆସିଛନ୍ତି । ଫିଲ୍ମ ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ପୂରା ଟିମ୍ ଆଶା ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login