The Ultimate Managed Hosting Platform
ADVERTISEMENT

ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ

Facebook
Twitter
LinkedIn

ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ ପଣବନ୍ଦୀଙ୍କୁ ମୁକ୍ତ କଲା । ପ୍ରଥମ ବ୍ୟାଚରେ ୭ ପଣବନ୍ଦୀଙ୍କୁ ରେଡକ୍ରସକୁ ହସ୍ତାନ୍ତର । ଆଜି ସକାଳେ ମୁକ୍ତି ପାଇଁ ଧାର୍ୟ୍ୟ ସମସ୍ତ ୨୦ ବନ୍ଧକଙ୍କ ନାଁ ପ୍ରକାଶ କରିଛି । ଅଧିକାଂଶ ମୁକ୍ତ ବନ୍ଧକ ହେଉଛନ୍ତି ସାଧାରଣ ନାଗରିକ । ମୁକ୍ତ ବନ୍ଧକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି । ଗାଜା ପିସ୍ ଡିଲରେ ଏକ ଅଂଶ ହେଉଛି ବନ୍ଧକଙ୍କୁ ମୁକ୍ତ କରିବ । ଇସ୍ରାଏଲ ପ୍ରାୟ ୨ ହଜାର ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login