The Ultimate Managed Hosting Platform
ADVERTISEMENT

ପଞ୍ଚୁକ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା ; ସିଂହଦ୍ୱାରରେ ପ୍ରବେଶ ,୩ ଦ୍ୱାର ଦେଇ ପ୍ରସ୍ଥାନ

Facebook
Twitter
LinkedIn

ପୁରୀ : ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ । ପୁରୀ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ସିଂହଦ୍ୱାରରେ ପ୍ରବେଶ ରହିଥିବା ବେଳେ , ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଅଁଳା ନବମୀରେ ଭୋର ୫ଟାରୁ ରାଧାପାଦ ଦର୍ଶନ ସୁବିଧା ମିଳିବ । ବିଳମ୍ବିତ ରାତି ଯାଏଁ ଚାଲିବ ରାଧାପାଦ ଦର୍ଶନ । ଦର୍ଶନ ପାଇଁ ୧୧ ଲେନ ବିଶିଷ୍ଟ ବ୍ୟାରିକେଡ ବ୍ୟବସ୍ଥା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login