The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ଫଳାଫଳ ୨ୟ ଦିନ : ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି କାଉଣ୍ଟିଂ

Facebook
Twitter
LinkedIn

ଭୁବନେଶ୍ୱର : ପଞ୍ଚାୟତ ଫଳାଫଳ ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଗଣତି ହେବ। ଶନିବାର ପ୍ରଥମ ଦିନରୁ ବିଜେଡି ଯେଉଁଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍ ଦଖଲ କରିବ। ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ୨୦୧୭ରେ ବିଜେଡି ୪୭୬ରେ ବିଜୟୀ ହୋଇଥିଲା । ତେବେ ମୟୂରଭଂଜରୁ ମାଲକାନଗିରି । ପୁରୀରୁ ନୂଆପଡ଼ା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ବିଜେଡିର ଶଙ୍ଖନାଦ । ତେବେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠୁ ବହୁ ଆଗରେ ବିଜେଡି । ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ସୂଚନା ଅନୁଯାୟୀ, ଶନିବାର ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ବିଜେଡି ଏକାକୀ ୨୮୨ଟି ପୋଛି ନେଉଛି । ବିଜେପି ମାତ୍ର ୧୨ଟି, କଂଗ୍ରେସ ୧୬ଟି ଓ ଅନ୍ୟ ଦଳ ୫ଟିରେ ଜିତିବାକୁ ଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ହେଲା ଅସ୍ତ୍ରୋପଚାର

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର । ପୋଡ଼ିହୋଇ ଗଭୀର କ୍ଷତରେ ଅପରେସନ କରାଯାଇଛି । ଏବେ ମଧ୍ୟ ଅକ୍ସିଜେନ ସପୋର୍ଟରେ ଅଛନ୍ତି...

ADVERTISEMENT
ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ସୃଷ୍ଟି ହେବ ଲଘୁଚାପ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବା ସମ୍ଭାବନା । ପ୍ରଭାବରେ ଏକ ଲଘୁଚାପ...