The Ultimate Managed Hosting Platform
ADVERTISEMENT

ନୂଆବର୍ଷ ଓ ବଡଦିନକୁ ନେଇ ପୁରୀ ପୋଲିସର ପ୍ରସ୍ତୁତି

Facebook
Twitter
LinkedIn

ପୁରୀ : ଆଗକୁ ଆସୁଛି ବଡଦିନ ଓ ନୂଆ ବର୍ଷ । ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପୋଲିସ । ନୂଆବର୍ଷରେ ପୁରୀରେ ଲକ୍ଷାଧିକ ପର୍ୟ୍ୟଟକଙ୍କ ସମାଗମ ହେବାର ଆଶଙ୍କା ରହିଛି। ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସପି ବିନୀତ ଅଗ୍ରୱାଲ୍। ବିଶେଷକରି ବେଳାଭୂମିକୁ ଆସୁଥିବା ପର୍ୟ୍ୟଟକ ମାନେ କିଭଳି ସୁରକ୍ଷିତ ସମୁଦ୍ର ସ୍ନାନ କରିବେ ସେନେଇ ପର୍ୟ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯିବ ବୋଲି ଏସପି କହିଛନ୍ତି। ଆସନ୍ତା ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ହୋଟେଲ୍ ଆସୋସିଏସନ ସହ ଆଲୋଚନା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login