ଭୁବନେଶ୍ୱର : ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ । ମୋତେ ଦଳରୁ ବହିଷ୍କାର କଲେ , ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ । ଓଡିଆ ନୂଆ ବର୍ଷ ଆସୁଛି ସବୁ ପାଞ୍ଜି ଖୋଲିଦେବି ବୋଲି କହି ନବୀନଙ୍କ ଉପରେ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ ଆହୁରି କହିଛନ୍ତି କି, ମତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ ସେଥିରେ କୋର୍ଟ ମତେ ରିଲିଫ ଦେଇଛନ୍ତି । ଗୋପଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । କ୍ରାଇମବ୍ରାଞ୍ଚ ଓ ଭିଜଲାନ୍ସର ଦୁଇଟି କେସ ଅଛି ହେଲେ ୫ଟି ମାମଲାରୁ ନିର୍ଦୋଷରେ ଖଲାସ ହେବା ପରେ ଆଶ୍ବସ୍ତି ମିଳିଛି । ଜନ ବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲରୁ ବାହାରିବା ପରେ ମତେ କଡା ପ୍ରଶ୍ନ କରାଯାଇଛି । ହେଲେ ସବୁ ଶ୍ରେୟ ଗଣ ମାଧ୍ୟମକୁ ଦେବି । ସେମାନେ ସତ କୁ ସାମ୍ନା କୁ ଆଣିଲେ । ଆପଣ କେତେ କ୍ଲିନ ଅଛନ୍ତି ଆପଣଙ୍କ ବି ନୂଆ ବର୍ଷରେ ଖୋଲିବ ଆପଣ କେତେ କ୍ଲିନ ଅଛନ୍ତି ଆପଣଙ୍କ ବି ନୂଆ ବର୍ଷରେ ଖୋଲିବ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ।
ନୂଆବର୍ଷରେ ପାଞ୍ଜି ଖୋଲିବି-ପ୍ରଦୀପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











