The Ultimate Managed Hosting Platform
ADVERTISEMENT

ନୂଆପଡା ବିପର୍ଯ୍ୟୟ ପରେ ବିଜେଡିରେ ତେଜୁଛି ବିଦ୍ରୋହ

Facebook
Twitter
LinkedIn

ଭୁବନେଶ୍ୱର : ନୂଆପଡା ବିପର୍ଯ୍ୟୟ ପରେ ବିଜେଡିରେ ତେଜୁଛି ବିଦ୍ରୋହ । ଦଳୀୟ ନିଷ୍ପତ୍ତିକୁ ନେଇ ବର୍ଷିଲେ ବିଜେଡି କର୍ପୋରେଟର । ବିଜେଡି କର୍ପୋରେଟର ଅଜିତ ବେହେରା ଝାଡିଲେ ଅସନ୍ତୋଷ । ଚକ୍ରାନ୍ତ କରି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଗଲା । ନିଷ୍ପତ୍ତି ବହୁମତ ଆଧାରିତ ନୁହେଁ , ଏକ ମତ ଆଧାରିତ ଥିଲା ।
ଏହା ପୂର୍ବରୁ ଏଲିନା ଦାଶ ମଧ୍ୟ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି କି ଧାମନଗର ଉପନିର୍ବାଚନରୁ ହିଁ ଆରମ୍ଭ ହୋଇଛି ବିଜେଡିର ପତନ । ଏହାର କେହି ବି ମାନସମନ୍ଥନ କଲେ ନାହିଁ ।ପୁଣି ଥପେ ସେହି ନେତା ମାନଙ୍କୁ ହିଁ ଦାୟିତ୍ୱ ଦିଆଗଲା । ତେଣୁ ନୂଆପଡାରେ ଧ୍ୱଂସ ବିଧ୍ୱସ୍ତ ହୋଇଗଲା । ପ୍ରକୃତରେ କଣ ଏସବୁ ପାଇଁ ଅଣଓଡିଆ ହିଁ ଦାୟୀ ।


ସେହପରି ଶ୍ରୀମୟୀ ମିଶ୍ର ମଧ୍ୟ ବିଜେଡି ଉପରେ ନିଜର ଅସନ୍ତୋଷ ଝାଡିଛନ୍ତି । ସେ ଲେଖିଛନ୍ତି ଏବେଠାରୁ ବିପ୍ଲବର ବହ୍ନି ହୁତୁହୁତୁ ହୋଇ ଜଳିଲାଣି । ଆଉ ଏବେ କେତେ କାହାକୁ ନିଲମ୍ବନ କରିବ । ଯେଇଁମାନେ ଖାଲି ତାମିଲ ଚାଳିସା ଜପିବେ ସେମାନଙ୍କୁ କଣ ଆରିସା ମିଳିବ । ନୂଆପଡା ଭୋଟ ସରିବା ଯାଏଁ ପଳାସପଲ୍ଲୀ ଘର ଥିଲା । ଆଉ ଏବେ ଆମେରିକା ଗସ୍ତର ମିଛ ପ୍ରଚାର କରୁଛନ୍ତି । ନୂଆପଡା ଉପନିର୍ବାଚନରେ ହାରିବା ପରେ ଶଙ୍ଖଭବନ ମାଡୁ ନାହାନ୍ତି ନେତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login